Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜଗନ୍ମାଥଙ୍କର ଲିଳାମୃତ
ଜଗନ୍ମାଥଙ୍କର ଲିଳାମୃତ
★★★★★

© Susil Pani

Others

1 Minutes   6.7K    7


Content Ranking

ଜଗନ୍ମାଥଙ୍କର ଲିଳାମୃତ

ଅଦୃଶ୍ୟ ହାତରେ ନିଏ ସେ ନଡିଆ

ଦୃଶ୍ୟ ହାତରେ ଦିଏ ମହାପ୍ରସାଦ

ଅଦୃଶ୍ୟ ଗୋଡରେ ଚାଲେ ମାଲୁଣି 

ପଛେ ପଛେ ଶୁଣିବା ପାଇଁ ଗୀତଗୋବିନ୍ଦ ।

 

ଅଦୃଶ୍ୟ ଗୋଡରେ ଭକ୍ତର ପଛେ ପଛେ

ବାଲିରେ ଚାଲି ଚାଲି ଆସି

ସାକ୍ଷି ଦବା ପାଇଁ ନାମ ବହିଛନ୍ତି ସାକ୍ଷି ଗୋପିନାଥ । 

 

ସବୁ ଦେଖୁଥାଏ ତା ଚକାନୟନରେ

ହେଲେ କହେନି କାହାର ହାନି ବା ଲାଭ

ଜୀବର ଜୀବନ କାଳରେ ହିସାବ କରଇ

କରିଅଛି କେତେ ପାପ ବା ପୂର୍ଣ୍ଣ୍ୟ । 

 

ଭାଗ ବାଣ୍ଟି ଜୀବର ଭାଗ୍ୟରେ ଦିଅନ୍ତି

ସୁଖ ଦୁଖ ଆଉ ଆନନ୍ଦ କଷ୍ଟ

କେହି ଜାଣନ୍ତିନି କାଳିଆର ଲିଳା  

ନୀଳକନ୍ଦରରେ ଥାଇ ଜାଣେ ସେ ସର୍ବ 

ସଭିୟଙ୍କ ପାଇଁ ସେ ଦାରୁ ମୁରତି 

ଭକ୍ତଙ୍କ ପାଇଁ ସିଏ ଜଗତନ୍ନାଥ । 

 

ଜଗନ୍ମାଥଙ୍କର ଲିଳାମୃତ

Rate the content


Originality
Flow
Language
Cover design

Comments

Post

Some text some message..