ଫୁଲ ପ୍ରଜାପତିର ନିଆରା ସମ୍ପର୍କ....
ଫୁଲ ପ୍ରଜାପତିର ନିଆରା ସମ୍ପର୍କ....
1 min
6.5K
ପ୍ରଜାପତି ଉଡିଆସି
କହେ ଫୁଲ ପାଖେ,
ତୁମେ ମୋରୋ ରାଜ ରାଣୀ
କୁହ କଥା ପଦେ ।
ହସି ହସି କହୁଥାଏ
ସେହି ରାଜ ରାଣୀ,
ସୁଗ୍ଂଧରେ ଭରିଦେବି
ହେବି ପୁଜାରିଣି ।
ପ୍ରଜାପତି କଥାଦେଲା
ହେବ ସେ ତାହାର,
ହସି କହେ ଫୁଲ ରାଣୀ
ନୁହେ ମୁ ତୁମର ।