ଆଖିର ନଗିରେ
ଆଖିର ନଗିରେ
1 min
1.4K
କି ପାଇଁ କେଜାଣି ଯାଉଛ କି ଭାବି
ଦୂରେଇଛି ତୁମ କୋଳୁ,
ଆଖିର ନଗିରେ ତୋଳି ତ ଆଣିବି
ଲୁଚିଥିଲେ ମେଘ ତଳୁ ।
କି ପାଇଁ କେଜାଣି ଯାଉଛ କି ଭାବି
ଦୂରେଇଛି ତୁମ କୋଳୁ,
ଆଖିର ନଗିରେ ତୋଳି ତ ଆଣିବି
ଲୁଚିଥିଲେ ମେଘ ତଳୁ ।