Audio

Forum

Read

Contests

Language


Write

Sign in
Wohoo!,
Dear user,
ବଜରଙ୍ଗବଳି
ବଜରଙ୍ଗବଳି
★★★★★

© Chittaranjan Lenka

Others

1 Minutes   1.1K    1


Content Ranking

ଏ ବିଶ୍ୱ ବ୍ରହ୍ମାଣ୍ଡେ         ଅହଙ୍କାର ଶୂନ୍ୟ

ଜଣେ ମାତ୍ର ଅଛି ରହି

ପ୍ରଭୁ ରାମ ବିନୁ        ଯାହାଙ୍କ ହୃଦୟେ

ଅନ୍ୟ କାହା ସ୍ଥାନ ନାହିଁ

 

ଧନ୍ୟ ହେ ଭକତ        ଅଞ୍ଜନାଙ୍କ ସୁତ

ପ୍ରଭୁ ବଜରଙ୍ଗବଳି

ତୁମରି ଭାବନା     ଦେବ କି ହେ ମୋତେ

ନାହିଁ ଆଉ କିଛି ଅଳି

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)

ବଜରଙ୍ଗବଳି ସୁତ ଅଞ୍ଜନା

Rate the content


Originality
Flow
Language
Cover design

Comments

Post


Some text some message..