Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନୁଚିନ୍ତା
ଅନୁଚିନ୍ତା
★★★★★

© Tapan Dixit

Inspirational

1 Minutes   6.5K    5


Content Ranking

କ୍ଷଣ ଭଙ୍ଗୁର ଜୀବନ ଯାତ୍ରାରେ

ମଧୁର ସମ୍ପର୍କ ବାଣ୍ଟି,

ଥକି ପଡ଼ ନାହିଁ

କ୍ଲାନ୍ତ ବି ହୁଅନି 

ଅବା ପଡ଼ ନାହିଁ ଝୁଣ୍ଟି,

କିଏ ଜାଣେ ଅବା ମହା ଶ୍ମଶାନକୁ 

ଏ ଦେହର ଶୋଭା ଯାତ୍ରା ?

''ସର୍ବେ ଭବନ୍ତୁ ସୁଖୀନଃ

ସର୍ବେସନ୍ତୁ ନିରାମୟା''

ଆଜି ପାଇଁ ଆମ 

ଏହା ହେଉ ଅନୁଚିନ୍ତା .....।।

:ତପନ ଦୀକ୍ଷିତ(ବେଳାଭୂମି)

ଭଙ୍ଗୁର ଜୀବନ ଅନୁଚିନ୍ତା

Rate the content


Originality
Flow
Language
Cover design

Comments

Post


Some text some message..