Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Inspirational Abstract Others

2  

Dr Susmita Dash

Inspirational Abstract Others

ଘନକୁହୁଡି

ଘନକୁହୁଡି

1 min
7.1K


ନୀରାଶାର ଘନକୁହୁଡି !!

ଆସିଲେ ଝୁଣ୍ଟିପଡେ,

ମଧ୍ୟଦେଇ ଗଲେ ବିଭ୍ରାନ୍ତ ହୁଏ,

ପାରିହେଲେ, ଖସିପଡେ।

ଦୃଷ୍ଟିହୀନତାରେ ଆବଦ୍ଧ

ମେଘାଚ୍ଛନ୍ନ ନୈତିକତା,

କୁହୁଡିଆ ଭ୍ରମ ଓ

ସଂଶୟର ଘନତା ।

ବିନୀତ ମିଥ୍ୟାର

ଅନଧିକାର ପ୍ରବେଶ ,

ଭାରସାମ୍ୟ ହରାଏ ଜୀବନ

ସ୍ତୁପ ସୃଷ୍ଟି କରେ ଦ୍ୱେଷ।

ଦିବାଲୋକ ପରି ସ୍ପଷ୍ଟ 

ବିଷାଦକୁ କରି ବିଦ୍ଧ

ହେବ ଅନାବୃତ ଅନ୍ଯାୟର,

ସନ୍ଦେହର କ୍ରୁଶବିଦ୍ଧ ଓ

ବିଜୟ ହେବ ନ୍ୟାୟର।


Rate this content
Log in