Audio

Forum

Read

Contests

Language


Write

Sign in
Wohoo!,
Dear user,
ଘନକୁହୁଡି
ଘନକୁହୁଡି
★★★★★

© Dr Susmita Dash

Inspirational Abstract Others

1 Minutes   7.1K    12


Content Ranking

ନୀରାଶାର ଘନକୁହୁଡି !!

ଆସିଲେ ଝୁଣ୍ଟିପଡେ,

ମଧ୍ୟଦେଇ ଗଲେ ବିଭ୍ରାନ୍ତ ହୁଏ,

ପାରିହେଲେ, ଖସିପଡେ।

ଦୃଷ୍ଟିହୀନତାରେ ଆବଦ୍ଧ

ମେଘାଚ୍ଛନ୍ନ ନୈତିକତା,

କୁହୁଡିଆ ଭ୍ରମ ଓ

ସଂଶୟର ଘନତା ।

ବିନୀତ ମିଥ୍ୟାର

ଅନଧିକାର ପ୍ରବେଶ ,

ଭାରସାମ୍ୟ ହରାଏ ଜୀବନ

ସ୍ତୁପ ସୃଷ୍ଟି କରେ ଦ୍ୱେଷ।

ଦିବାଲୋକ ପରି ସ୍ପଷ୍ଟ 

ବିଷାଦକୁ କରି ବିଦ୍ଧ

ହେବ ଅନାବୃତ ଅନ୍ଯାୟର,

ସନ୍ଦେହର କ୍ରୁଶବିଦ୍ଧ ଓ

ବିଜୟ ହେବ ନ୍ୟାୟର।

ଘନକୁହୁଡି ସନ୍ଦେହ ବିଜୟ

Rate the content


Originality
Flow
Language
Cover design

Comments

Post


Some text some message..