କବିତା
କବିତା
1 min
1.3K
ହୃଦୟ ଏଠି ଜଳୁଛି ପ୍ରତି ମୂହୁର୍ତ୍ତରେ
ନାହିଁ ପଛଘୁଞ୍ଚା ମୋ ଜାତକେ
ସଭିଙ୍କୁ ଖୁସି କରିବା ନିମନ୍ତେ
ମୋ ଆଖିରେ ଲୁହ ଆସୁ ପଛେ
ସଭିଏଁ ଓଠରେ ହସ ଭରିଦେବି
ମୁଁ ଚାଲିଯିବି ଅଫେରା ବାଟେ..........
-ପ୍ରମିଳା ସାହୁ