Audio

Forum

Read

Contests

Language


Write

Sign in
Wohoo!,
Dear user,
କବିତା
କବିତା
★★★★★

© Pramila Sahoo

Others

1 Minutes   1.2K    3


Content Ranking

ହୃଦୟ ଏଠି ଜଳୁଛି ପ୍ରତି ମୂହୁର୍ତ୍ତରେ
ନାହିଁ ପଛଘୁଞ୍ଚା ମୋ ଜାତକେ
ସଭିଙ୍କୁ ଖୁସି କରିବା ନିମନ୍ତେ
ମୋ ଆଖିରେ ଲୁହ ଆସୁ ପଛେ
ସଭିଏଁ ଓଠରେ ହସ ଭରିଦେବି
ମୁଁ ଚାଲିଯିବି ଅଫେରା ବାଟେ..........


-ପ୍ରମିଳା ସାହୁ 

କବିତା

Rate the content


Originality
Flow
Language
Cover design

Comments

Post


Some text some message..