Audio

Forum

Read

Contests

Language


Write

Sign in
Wohoo!,
Dear user,
କ୍ଷତ
କ୍ଷତ
★★★★★

© Amiya Bej

Others

1 Minutes   6.5K    5


Content Ranking

ତୁମେ ଦେଇଥିବା ନିରୋଳା ମୁହୂର୍ତ୍ତ ଯତନେ ସାଇତି ରଖିଛି , ତୁମେ ଦେଇଥିବା ଗଭୀର କ୍ଷତଠୁଁ ଏଯାଏଁ ଯନ୍ତ୍ରଣା ଭୋଗୁଛି । ଏମିତି ଜୀବନେ କେତେ ଯେ ଘଟଣା ଭୁଲି ହୋଇଯାଏ ମନରୁ, ଏମିତି କେତେ ଯେ ଛୋଟବଡ଼ ଘା' ଆପେ ଶୁଖିଯାଏ ଦେହରୁ । ତୁମେ ଦେଇଥିବା ନିରୋଳା ପ୍ରେମକୁ ଯତନେ ସାଇତି ରଖିଛି , ତୁମ ବିରହରେ ସବୁ ଗରଳକୁ ପିଇ ପିଇ ମୁଁ ଯେ ବଂଚିଛି ।।।

କ୍ଷତ

Rate the content


Originality
Flow
Language
Cover design

Comments

Post


Some text some message..