Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

କ୍ଷତ

କ୍ଷତ

1 min
6.5K


ତୁମେ ଦେଇଥିବା ନିରୋଳା ମୁହୂର୍ତ୍ତ ଯତନେ ସାଇତି ରଖିଛି , ତୁମେ ଦେଇଥିବା ଗଭୀର କ୍ଷତଠୁଁ ଏଯାଏଁ ଯନ୍ତ୍ରଣା ଭୋଗୁଛି । ଏମିତି ଜୀବନେ କେତେ ଯେ ଘଟଣା ଭୁଲି ହୋଇଯାଏ ମନରୁ, ଏମିତି କେତେ ଯେ ଛୋଟବଡ଼ ଘା' ଆପେ ଶୁଖିଯାଏ ଦେହରୁ । ତୁମେ ଦେଇଥିବା ନିରୋଳା ପ୍ରେମକୁ ଯତନେ ସାଇତି ରଖିଛି , ତୁମ ବିରହରେ ସବୁ ଗରଳକୁ ପିଇ ପିଇ ମୁଁ ଯେ ବଂଚିଛି ।।।


Rate this content
Log in