ଶସ୍ତା କବିତା - 34
ଶସ୍ତା କବିତା - 34
ଚକୁଳି ଲଢିବ ଯଦି ପିଜା ସାଥେ
ବର୍ଗର୍ ସାଙ୍ଗେ ଏଣ୍ଡୁରି
ମୁଢି ମିକଶ୍ଚରରେ ଲଙ୍କା ଖଣ୍ଡେ ଥିଲେ
ପପକର୍ଣ୍ଣ ଯିବ ଟଳି
ପ୍ରମୋଦ କୁମାର ଜେନା ©
ଚକୁଳି ଲଢିବ ଯଦି ପିଜା ସାଥେ
ବର୍ଗର୍ ସାଙ୍ଗେ ଏଣ୍ଡୁରି
ମୁଢି ମିକଶ୍ଚରରେ ଲଙ୍କା ଖଣ୍ଡେ ଥିଲେ
ପପକର୍ଣ୍ଣ ଯିବ ଟଳି
ପ୍ରମୋଦ କୁମାର ଜେନା ©