Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ajaya Mahala

Thriller

2  

Ajaya Mahala

Thriller

ନିକାଂଚନ

ନିକାଂଚନ

1 min
1.2K


ନିକାଂଚନ ଆଜି ହୃଦ ଉପବନ

ନିକାଂଚନ ଦିପହର

ପ୍ରେମର ପଳାଶ ଝଡାଇ ଚାଲିଛି

ପ୍ରେମ ଫୁଲ ଅସୁମାର

ଏ ପ୍ରେମ ସାଗର ସୁନ୍ଦର ଗଭୀର

ଖେଳୁଛି ମୃଦୁ ଜୁଆର

ଅଗଣିତ ଢେଉ ପ୍ରେମ ମନ୍ତ୍ରଗାନ

କରୁଛନ୍ତି ନିରନ୍ତର….


Rate this content
Log in