Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Abstract

2  

Chittaranjan Lenka

Abstract

ନିଷ୍ଠା ଓ ପବିତ୍ରତା

ନିଷ୍ଠା ଓ ପବିତ୍ରତା

1 min
6.5K


ହୋଇଥାଉ ପଛେ      ସେ ଶୁଦ୍ଧ ସୁବର୍ଣ୍ଣ

ଜ୍ୟୋତିରେ ପଡୁ ଉଛୁଳି

ତଥାପି ତାହାକୁ       ପୋଡା ଯାଉଥାଏ

ନ ସରିଲା ଯାଏ ମଳି


ନିଷ୍ଠା ପବିତ୍ରତା       ଥାଇ ତୁମ ପାଶେ

ଯଦି ଦୁଃଖ ପୋଡୁଥିବ

ସୁନା ପରି ଦିନେ          ତୁମ ପବିତ୍ରତା

ଅଧିକ ଉଜ୍ଜ୍ୱଳ ହେବ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in