କିଛି ଲୋକ
କିଛି ଲୋକ
1 min
6.8K
କିଛି ଲୋକ ସାରା ଜୀବନ ପାଇଁ
ପିଇଯାଆନ୍ତି ଖାଲି ଅନ୍ୟ ଆଖିର ଲୁହ
ଆଉ କିଛି ଲୋକ ଦେଇଯାଆନ୍ତି
ସାରା ଜୀବନ ପାଇଁ ଅନ୍ୟ ଆଖିରେ ଲୁହ
ଆଉ କିଛି ଲୋକ ନିଜେ ଦୁଃଖରେ ରହି
ଅନ୍ୟ ଓଠରେ ଭରି ଦିଅନ୍ତି ଖାଲି ହସ
ତଥାପି ଏ ମଣିଷ ବୁଝେ ନାହିଁ କାହିଁ
ସଭିଁଙ୍କ ହୃଦୟ ହୋଇ ଯାଏ ଯାଯାବର
ମିଳେ ଖାଲି ଦୁଃଖ ଯନ୍ତ୍ରଣାର ପାହାଡ଼....