Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Inspirational

5.0  

Ansuman Swain

Inspirational

ମୋ ମା'

ମୋ ମା'

1 min
7.4K


ତୁମ ପାଇଁ ଆଜି      ଦେଖୁଛି ଦୁନିଆ

     ତୁମେ ମୋର ସବୁ କିଛି

ତୁମ ପାଇଁ ଆଜି        କହୁଅଛି କଥା

     ତୁମେ ମୋର ହସ ଖୁସି ।

ଝୁଣ୍ଟି ପଡୁଥିଲେ        ଟେକି ଧରୁଥିଲ

      କୋଳରେ ଜାବୁଡି ଧରି

ତୁମ ହାତ ଧରି        ଚାଲିବା ଶିଖାଇ

      ହସ ଦେଲ ମନେ ଭରି ।

ତୁମ ସ୍ନେହ ଶ୍ରଦ୍ଧା      ଅଭୁଲା ସ୍ମୃତି ମୋ

       ପାରେ ନାହିଁ ମୁହିଁ ଭୁଲି

ତୁମରି ଆଶିଷ        ହୋଇଅଛି ବଡ଼

        ହସୁଛି ମୁଁ ମନ ଖୋଲି ।

ତୁମେ ମୋର ମାତା     ତୁମେ ମୋର ପିତା

      ତୁମେ ମୋ ପ୍ରଥମ ସାଥି

ତୁମେ ସବୁବେଳେ      ପାଖେ ପାଖେ ଥିଲେ

      ମୋତେ ଲାଗେ ଭାରି ଶାନ୍ତି ।


Rate this content
Log in

Similar oriya poem from Inspirational