Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Inspirational

3  

Chittaranjan Lenka

Inspirational

ବୃଥା ଅନୁତାପ

ବୃଥା ଅନୁତାପ

1 min
6.7K


ମଲା ବେଳେ ହନୁ            କହିଥାଏ ସତ

ଦୋଷ କାଟିବାର ପାଇଁ

ଭାବି ଦେଖ ଥରେ        ସେତିକିରେ ରହି

ମୁକତି କି ଥାଏ ହୋଇ?


ଜୀବନ କାଳରେ             ମନ୍ଦ ଛଡା କିଛି

ଯଦି ଚିନ୍ତା କଲ ନାହିଁ

ମରଣ କାଳରେ              ଅନୁତାପ କଲେ

କି ଲାଭ ପାରିବ ହୋଇ?


ଚିତ୍ତ ରଞ୍ଜନ ଲେଙ୍କା(କଟକ)©


Rate this content
Log in