ନକଲି ଅସଲି
ନକଲି ଅସଲି
ନକଲି ଜିନିଷ କରେ ଚକମକ
ଅସଲି ଦୂରେଇ ରହେ
ରୂପବତୀ ପାଶେ ଆଖି ଲାଖି ରହେ
ଗୁଣବତୀ ଦୁଃଖ ପାଏ
ନକଲିର ତେଜ ହଜିଯାଏ ଶିଘ୍ର
ଅସଲି ଆଦର ପାଏ
ରୂପବତୀ ରୂପ ଖସେ ଯେତେବେଳେ
ଗୁଣବତୀ ଧନ୍ୟ ହୁଏ
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ନକଲି ଜିନିଷ କରେ ଚକମକ
ଅସଲି ଦୂରେଇ ରହେ
ରୂପବତୀ ପାଶେ ଆଖି ଲାଖି ରହେ
ଗୁଣବତୀ ଦୁଃଖ ପାଏ
ନକଲିର ତେଜ ହଜିଯାଏ ଶିଘ୍ର
ଅସଲି ଆଦର ପାଏ
ରୂପବତୀ ରୂପ ଖସେ ଯେତେବେଳେ
ଗୁଣବତୀ ଧନ୍ୟ ହୁଏ
ଚିତ୍ତ ରଞ୍ଜନ ଲେଙ୍କା (କଟକ)