Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ତ)

ରତ୍ନାକର ଚମ୍ପୂ (ତ)

1 min
258


ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)


(15)


ରାଧାଙ୍କ ପ୍ରତି ସଖୀ

ରାଗ - କେଦାର - ରୂପକ ତାଳ

ଆଜି ଗାଜି ରାସେ କରରେ( ଘୋଷା )

ଅତସୀ ଶ୍ୟାମ, ହେଉ ସଜାମ

     ପିଇ ତୋ ଚାରୁ ବିମ୍ବାଧର ରେ (1)

ଅନଙ୍ଗାହତେ, ପ୍ରିୟ ହୃଦାନ୍ତେ

ଖେଳୁ ତୋ ମଣିମୟ ହାରରେ (2)

ଆନନ୍ଦ ଭର, କରୁ କାନ୍ତର

ତୋ ଘନ ପୀନ ପୟୋଧର ରେ (3)

ଆରେ କିଶୋରୀ, ହେଉ ସେ ହରି

ତୋ ମୁଖ ଚନ୍ଦ୍ର ଚକୋର ରେ(4)

ଅତି ହରଷେ,ଭାବାତି ବଶେ

ଭାଷଇ ଜଗଦ୍ଦେବ ଗିର ରେ (5)




Rate this content
Log in

Similar oriya poem from Classics