Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Tragedy

1  

Pramila Sahoo

Tragedy

ତୁମ ପାଇଁ

ତୁମ ପାଇଁ

1 min
1.2K


ତୁମ ପାଇଁ

ମୁଁ ଯେ ଜାଣେନା କାହା

ପଥ ରହିଛି ଅନାଇ

ହେଲେ ମୋ ହୃଦୟ

ପ୍ରତିମୂହୁର୍ତ୍ତେ ଖୋଜୁଛି ଖାଲି

ଦିନେ ନା ଦିନେ ତୁମେ ମୋ ପାଇଁ

ଆସିବ ସରଗରୁ ପାରିଜାତ ନେଇ

ସେ ଦିନକୁ ଅପେକ୍ଷା କରିରହିଛି ମୁହିଁ

ହେଲେ ମୁଁ ସିନା ନଥିବି ସେଦିନ ଦେଖିବା ପାଇଁ

ଛାଡି ଚାଲି ଯିବି ମୋ ସ୍ମୃତି କେବଳ ତୁମ ପାଇଁ.......


Rate this content
Log in