Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

3  

pratap nayak

Others

ଅନାବନା କବିତା

ଅନାବନା କବିତା

1 min
6.8K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଟାହିଟାପରା

ବିଲ ବଣ ଘେରା

ରଥଯାତରା .....

କା ପାଇଁ ଆନନ୍ଦ

କା ପାଇଁ ଖରା ....

ଦଧି ପସରା ....

ଯା ଭାଗେ ମିଳିବ

ସିଏ ସୁତୁରା....

ହଉ କାନ୍ଦୁରା....


ଅବନା ବାହୁନେ

ବନାନକରି....

ଉସମାନ ତାରା

ଭାରି ସୁନ୍ଦରୀ...

ବଡଚତୁରୀ.....

ସ୍ନାହାନ କରୁଛି

ପସରା ଧରି...

ପସରାରେ ସିଏ

ଆଣିଛି ଫୁଲ...

ସିଏତ ଅଟଇ

ଅମୂଲମୂଲ...


ଏକୋଇର ବଳା

ବିଶିକେଷନ....

ଯାହାକୁ ଦେଖିଲା

ତା ଠେଇଁ ମନ...

ଆତ୍ମଗୋପନ....

ଚାଲିଯାଉ ପଛେ

ମାନସମ୍ମାନ...

କହିଲେ କହିବ

କହୁଛି କାହିଁ....

ଫୁଲେଇ ହଉଛି

ତୋ ରାଣ ସହି....


Rate this content
Log in