Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନାମ ମହିଁମା
ନାମ ମହିଁମା
★★★★★

© Susil Pani

Others

1 Minutes   1.2K    5


Content Ranking

ଜପ ଜଗନ୍ନାଥ ଭଜ ଜଗନ୍ନାଥ ସ୍ମର ଜଗନ୍ନାଥ ମନରେ ।

ବୋଲ ଜଗନ୍ନାଥ ଗାଅ ଜଗନ୍ନାଥ ଚିନ୍ତ ଜଗନ୍ନାଥ ହୃଦୟରେ ।।

ଭାବ ରଖିଥାଅ ଜଗନ୍ନାଥଙ୍କ ଠାରେ ଲୟ ରଖ ତାଙ୍କ ନାମରେ ।

ଜୟ ଜଗନ୍ନାଥ ମନ ମଧ୍ୟେ ଜପ ମଜ ଜଗନ୍ନାଥ ଶ୍ରଦ୍ଧାରେ ।।

ଡାକ ଜଗନ୍ନାଥ ଶରଣ ଯେ ପଶ ଜଗନ୍ନାଥ ନାମ ରସରେ ।

ବୋଲ ଜଗନ୍ନାଥ ଜଣାଣ କିର୍ତ୍ତନ ପଞ୍ଚମନ ସ୍ଥିର ଚିତ୍ତରେ ।।

କହି କହି ତାଙ୍କ ଜଗନ୍ନାଥ ନାମ ତରିଜାଅ ଭବ ସିନ୍ଧୁ ରେ ।

ଭାବି ଭାବି ତାଙ୍କ ରୂପ ରସ ବାସ୍ନା ହଜିଯାଅ ତାଙ୍କ ଗୁଣଗାନରେ ।।

ଚିନ୍ତ ଜଗନ୍ନାଥ ଜପ ଜଗନ୍ନାଥ ଭଜ ଜଗନ୍ନାଥ ନାମରେ ।

@ସୁସିଲ୍ ପାଣି, ପୁରୀ

ଜପ ଭଜ ସ୍ମର ଜଗନ୍ନାଥ

Rate the content


Originality
Flow
Language
Cover design

Comments

Post

Some text some message..