Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Others

2  

Susil Pani

Others

ନାମ ମହିଁମା

ନାମ ମହିଁମା

1 min
1.2K


ଜପ ଜଗନ୍ନାଥ ଭଜ ଜଗନ୍ନାଥ ସ୍ମର ଜଗନ୍ନାଥ ମନରେ ।

ବୋଲ ଜଗନ୍ନାଥ ଗାଅ ଜଗନ୍ନାଥ ଚିନ୍ତ ଜଗନ୍ନାଥ ହୃଦୟରେ ।।

ଭାବ ରଖିଥାଅ ଜଗନ୍ନାଥଙ୍କ ଠାରେ ଲୟ ରଖ ତାଙ୍କ ନାମରେ ।

ଜୟ ଜଗନ୍ନାଥ ମନ ମଧ୍ୟେ ଜପ ମଜ ଜଗନ୍ନାଥ ଶ୍ରଦ୍ଧାରେ ।।

ଡାକ ଜଗନ୍ନାଥ ଶରଣ ଯେ ପଶ ଜଗନ୍ନାଥ ନାମ ରସରେ ।

ବୋଲ ଜଗନ୍ନାଥ ଜଣାଣ କିର୍ତ୍ତନ ପଞ୍ଚମନ ସ୍ଥିର ଚିତ୍ତରେ ।।

କହି କହି ତାଙ୍କ ଜଗନ୍ନାଥ ନାମ ତରିଜାଅ ଭବ ସିନ୍ଧୁ ରେ ।

ଭାବି ଭାବି ତାଙ୍କ ରୂପ ରସ ବାସ୍ନା ହଜିଯାଅ ତାଙ୍କ ଗୁଣଗାନରେ ।।

ଚିନ୍ତ ଜଗନ୍ନାଥ ଜପ ଜଗନ୍ନାଥ ଭଜ ଜଗନ୍ନାଥ ନାମରେ ।

@ସୁସିଲ୍ ପାଣି, ପୁରୀ


Rate this content
Log in