#ବିରହଓପ୍ରୀତିଅନାମିକା
#ବିରହଓପ୍ରୀତିଅନାମିକା
1 min
6.5K
#ବିରହଓପ୍ରୀତିଅନାମିକା
ପ୍ରୀତି-ଅନାମିକା,
ବିରହ କାରୁଣ୍ୟତାର
ବ୍ୟଥା
ମିଳନ ମାଧୁର୍ଯ୍ୟତାର ସଙ୍ଗୀତ
ରହୁ ଆହୋ ରାତ୍ର ମୋ ସହ
ଉଛ୍ୱାସ,ନିଶ୍ଵାସ କହେ
ତୋ ବିନା,
ତୋ ବିନା,
ଜୀବନ
ଅଛିଣ୍ଡା ଅବୁଝା
ବୀଜଗଣିତ------!
©®କାଶ୍ୟପ,ରାୟଗଡା ।