କାଳିଆ ସାଆନ୍ତ (ଭାଗ ୩୨)
କାଳିଆ ସାଆନ୍ତ (ଭାଗ ୩୨)
1 min
106
ଭେଦଭାବ ନାହିଁ'ଟି ତାର ପରିପ୍ରକାଶ
ନଭଶ୍ଚୁମ୍ବି ଦେଖ ମନ୍ଦିର ଛୁଏଁ ଆକାଶ
ବଡଖିଆ ଡାକନ୍ତି ତାକୁ କେତେକ ଜନେ
ତା ନାମକୁ ଜପିବି ମୋର ହୃଦର ମନେ
ପାତର ଅନ୍ତର ନାହିଁ ଯେ ତାର ଦୁଆରେ
ଅଥଳରେ ଭାସଇ ପାଉନାହିଁ କିନାରେ
**********************
ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ -ମାଟିର ମହକ