Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଲକ୍ଷ୍ମଣରେଖା
ଲକ୍ଷ୍ମଣରେଖା
★★★★★

© Sasmita Acharya

Abstract

1 Minutes   6.8K    9


Content Ranking

ଲୁହକୁ ମୋହର ବନ୍ଧୁ କରିନେବି

ତୁମେ ସାଥୀ ମୋର ସ୍ମୃତି

କହି ପାରିବିନି ସହି ପାରିବିନି

ପାହିଯିବ ସବୁ ରାତି ||

ତୁମେ ତ ଖୋଜିବ

ମୁଁ ଖୋଜୁଥିବି

ଠିକଣା ବଦଳି ଯିବ

ଏ ପାଖରେ ତୁମେ

ସେ ପାଖରେ ମୁଁ

ସାଖୀ ଲକ୍ଷ୍ମଣରେଖାଟେ ଥିବ ||

ଲୁହ ରାତି ଲକ୍ଷ୍ମଣରେଖା

Rate the content


Originality
Flow
Language
Cover design

Comments

Post

Some text some message..