ଆଶା ମୋ ଅସରନ୍ତି
ଆଶା ମୋ ଅସରନ୍ତି
ଆଶା ମୋ ଅସରନ୍ତି
କେବେ କେବେ ଇଚ୍ଛା ହୁଏ
ଆକାଶକୁ ଛୁଇଁ ଯିବାକୁ
ଆଉ କେବେ କେବେ ଇଚ୍ଛା ହୁଏ
ପବନ ସହ ମନଭରି ଖେଳିବାକୁ
ଆଉ କେବେ କେବେ ଇଚ୍ଛା ହୁଏ
ପ୍ରଜାପତି ମାନଙ୍କ ସହ
ବହୁତ ସାରା କଥା ହେବାକୁ
ଶେଷରେ ଇଚ୍ଛା ଅଛି ମୋର
ଏଇ ମାଟିରେ ମିଶି ଯାଉ ମୋ ଶରୀର......||
ପ୍ରମିଳା ସାହୁ