Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Inspirational

2  

Neelima Nivedita Behera

Inspirational

ଶେଷ ଏଣୁତେଣୁ୨୦୧୭

ଶେଷ ଏଣୁତେଣୁ୨୦୧୭

1 min
6.5K


ନିୟମ କୁହେ : ଛୋଟ ସର୍ବଦା ବିରାଟ ଆଡ଼କୁ ଆକର୍ଷିତ

ପୃଥିବୀ ---> ସୂର୍ଯ୍ୟ ଆଡ଼କୁ

ନଦୀ ---> ସାଗର ଆଡ଼କୁ

ଗରୀବ ---> ଧନୀ ଆଡ଼କୁ

ଦୁଃଖୀ ---> ଖୁସି ରହୁଥିବା ମଣିଷ ଆଡ଼କୁ

ମୁଁ 'ଟା ତେବେ କ'ଣ ନିୟମ ବିପକ୍ଷରେ ???

ଭଲ ରୂପେ ଜାଣେ, "ଜହ୍ନ" ଗଗନର...

ଉଇଁବ ସଞ୍ଜ ହେଲେ

ଛୁଇଁବ ସେ ମନ ସିନା ହେଲେ ହେବନାହିଁ ମୋର;

ତାକୁ ଦେଖି ହସେ ସତ

ଦେଖି ନପାରିଲେ କିନ୍ତୁ ମନ ମୋ ହୁଏ ଭାରି କାତର...।

କ'ଣ ଏଠି ପୁରୁଣା ହୁଏ ? ନୂଆ ଏଠି କିଏ ?

ନିୟମ ବି ଫିକା ଫି#!


େମପ୍ରକା


Rate this content
Log in

Similar oriya poem from Inspirational