Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadhana Panda

Others

2.5  

Sadhana Panda

Others

ନିଦାଘ ତୁମେ କି

ନିଦାଘ ତୁମେ କି

1 min
6.8K


ହେ ନିଦାଘ !!

ତୁମେ କି ଜୁଇ, ଯାଈ ,ହେନା,

କାମିନୀର ବାସ୍ନା !!

ଦେହେ ତୁମ ତାପ,ଖର ଶ୍ଵାସ,

ପୁଣି ଭରିଛ ଉଷ୍ମ ଉଛ୍ୱାସ,

ଦହଇ ହୃଦୟ ଖାଲି ବିଷ,

ବିଷର ମାଜଣା,,,,

ପ୍ରଚଣ୍ଡ ଉତ୍ତାପେ ଦିଅ

ଖାଲି ;ଯନ୍ତ୍ରଣା .....ଯନ୍ତ୍ରଣା ......

କିଞ୍ଚିତ୍ ରୁକ୍ଷତା,କିଞ୍ଚିତ୍ ନଗ୍ନତା......

ଅସମ୍ଭବ ବୈରାଗ୍ୟ ,,,,

ନୈରାଶ୍ଯ ଆବର୍ତ୍ତର ମୈଥୁନ ବେଳା,,,

ଜୀବନ ଯନ୍ତ୍ରଣାର,

ପଥ ହୁଡା ଭେଳା.......!!


ସାଧନା


Rate this content
Log in