Audio

Forum

Read

Contests

Language


Write

Sign in
Wohoo!,
Dear user,
ଶ୍ରୀ ଛାମୁରେ ବେଳାର ବିନତି
ଶ୍ରୀ ଛାମୁରେ ବେଳାର ବିନତି
★★★★★

© Tapan Dixit

Abstract Others

1 Minutes   6.8K    2


Content Ranking

ମହୋଦଧିର ସେ ଅମାପ ଜଳରେ 

ନତିନ୍ତେ ଯା'ର ଶରୀର 

ଭକତ ଆଖିର ଟୋପାଏ ଲୁହରେ 

ହୋଇ ଯାନ୍ତି ସର ସର ,

ଭବବନ୍ଧନ ଯା' ପାଖ ନ ମାଡ଼ଇ 

ଥାଏ ଯୋଜନ ର ଦୂରେ 

ଭକତ ପାଖରେ ବନ୍ଧା ପଡ଼ି ଯାନ୍ତି 

ବାନ୍ଧି ହୋଇ ଭକତିରେ ,

ଏତିକି ଅଳି ମୋ ଶ୍ରୀ ଚରଣେ ପ୍ରଭୁ 

ନକରିବେ କେବେ ପର 

ଛନ୍ଦା ଚରଣଦରେ ବନ୍ଧା ପଡି ଥାଉ 

'ବେଳା' ର ଜୀବନ ଡୋର …….।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

ମହୋଦଧି ଭକତ ଚରଣେ

Rate the content


Originality
Flow
Language
Cover design

Comments

Post


Some text some message..