Audio

Forum

Read

Contests

Language


Write

Sign in
Wohoo!,
Dear user,
କଳି କରନା କେହି
କଳି କରନା କେହି
★★★★★

© Subhakanta Sahu

Children Inspirational

1 Minutes   6.4K    4


Content Ranking

ପାଠ ପଢା ସରିଗଲା 

ହେଲା ଛୁଟି ବେଳ,

ଆସରେ ପିଲେ ଖେଳିବା ଆମେ 

ନାନା ରକମ ଖେଳ ।

ମୁନା ମୁନି ପଡ଼ିଆ ଗଲେ

ସାଙ୍ଗରେ ବଲ୍ ନେଇ,

ଝଗଡ଼ା କଲେ ଭଉଣୀ ଭାଇ

ବଲ୍ ଧରିବା ପାଇଁ।

ମୁନା କହିଲା ମୁଁ ଆଗ ଖେଳେ

ମୁନି କହିଲା ମୁଁହିଁ,

ଦୁଇ କଳିରୁ ଅନ୍ୟର ଲାଭ

କଳି କରନା କେହି ।

ପାଠ ମୁନା ମୁନି ବଲ୍

Rate the content


Originality
Flow
Language
Cover design

Comments

Post


Some text some message..