ପବିତ୍ର ପ୍ରେମ
ପବିତ୍ର ପ୍ରେମ
ଅନୁପମ ପ୍ରୀତି ମାଧୁରୀ
ତାର ନାହିଁ ତୁଳନା ,
ଭାବ ଜଗତରେ ବାସମୋ
ମୁଁଯେ ମୋର ଉପମା;
କୃଷ୍ଣ ପ୍ରେମରେ ଏ ଜଗତ
ସଦା ରହିବ ଲୀନ,
ଚିର ଅମଳିନ ରହିବ
ଆମ ପବିତ୍ର ପ୍ରେମ।।
ଅନୁପମ ପ୍ରୀତି ମାଧୁରୀ
ତାର ନାହିଁ ତୁଳନା ,
ଭାବ ଜଗତରେ ବାସମୋ
ମୁଁଯେ ମୋର ଉପମା;
କୃଷ୍ଣ ପ୍ରେମରେ ଏ ଜଗତ
ସଦା ରହିବ ଲୀନ,
ଚିର ଅମଳିନ ରହିବ
ଆମ ପବିତ୍ର ପ୍ରେମ।।