ମା ପରି କିଏ ହବ
ମା ପରି କିଏ ହବ
1 min
6.9K
ମା ପରି କିଏ ହବ
ମନରେ ଯେତେ ଦୁଃଖ
କିଏ ଆଉ ବୁଝିବ
ନିଜେ ନ ଖାଇ
ସଭିଙ୍କ ପାଇଁ
ସାଇତି ଥିବ
ଜର ହେଲେ ଆମକୁ
ରାତି ରାତି ଉଜାଗର
ହୋଇ ସେବା କରୁଥାଇ
ତାହା ଦେହ ଖରାପ ହେଲେ
ସବୁ ନିଜେ ସହି ଯାଏ
ମା ହିଁ ଆମର
ମମତାମହି ମା.......
ପ୍ରମିଳା ସାହୁ