Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Others

5.0  

Ranjan Kumar Brahma

Others

ପାଠ ଦେଖାଏ ବାଟ

ପାଠ ଦେଖାଏ ବାଟ

1 min
381


 ବିଦ୍ୟା ସମ ନୁହେଁ ଧନ

ଧନରେ ! ମନ ଉଣା କରନା 

ତରାଜୁରେ ସବୁ ତୂଳା

ବିଦ୍ୟା କେବେଯେ ତୁଳେନା ।।


ବେଳଥାଉ ଧରି ରଖେ

ଏକଦା ଭଲ ସାଥୀଟିଏ ହେବ 

ଗଣିବୁରେ ସବୁବେଳେ 

ଯେବେ ସବୁ ତୁଳା ଯାଉଥିବ ।।


ଶୋଭିବୁ ଜନ ମାନସେ

ଯେପରି ତାରା ମଧ୍ୟେ ଧ୍ରୁବ 

ନହେଲେ ଶୋଭା ପାଇବୁ

ଯେପରି ବଗ ମଧ୍ୟେ କାକ ।।


ମନରଖି ପାଠ ପଢ଼

ନହୋଇ ଆଦଉ ବିଚଳିତ

ତୋର ଶ୍ରମ ନିଷ୍ଠା ଦିନେ

ନିଶ୍ଚେ ଦେବ ସୁଖ ଦଉଲତ ।।



Rate this content
Log in