Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Pattnaik

Comedy

2  

Kamal Pattnaik

Comedy

ଲାଟିନ କବାଟରେ ନାଁ

ଲାଟିନ କବାଟରେ ନାଁ

1 min
1.2K


କଲେଜ କାନ୍ଥଠୁ ଲାଟିନ କବାଟ

ସବୁଠି ଲେଖାଅଛି ପ୍ରିୟା ତୁମର ମୋର ନାଁ

ଯଦି କେବେ ପ୍ରିୟା ତୁମେ ପଢିବ

ତଳେ ଲେଖିଦେବ ଫୋନ ନମ୍ବର ଆଉ କୋଉ ଗାଁ

ପାରିବ ଯଦି ମିସ କଲଟେ ଦବ

ଏପଟୁ କରିବି ମୁଁ କଲ ବ୍ୟାକ ଲାଗୁଛି ଖାଁ ଖାଁ

ଭାଇକୁ ତୁମର ମଝିରେ ପୁରାନା

ଜେଲ ଫେରନ୍ତା କଏଦି ଦେଖିଲେ ଲଗୁଛି ଛାନିଆଁ


Rate this content
Log in

Similar oriya poem from Comedy