Audio

Forum

Read

Contests

Language


Write

Sign in
Wohoo!,
Dear user,
ନାରୀ
ନାରୀ
★★★★★

© Dr. Diptiranjan Behera

Inspirational Others

1 Minutes   1.3K    6


Content Ranking

ସୃଷ୍ଟିକାରିଣୀ ସଙ୍କଟତାରିଣୀ 

ଲୀଳାସଙ୍ଗିନୀ ତୁମେ ଅର୍ଦ୍ଧାଙ୍ଗିନୀ 

ବାନ୍ଧବୀ ରୂପିଣୀ ମାତୃ ସ୍ୱରୂପିଣୀ 

ବେଦ ବେଦାନ୍ତରେ, ଉପନିଷଦରେ,

ତୁମେ ବନ୍ଦିତା, କେହି ନୁହେଁ ତୁମ ସରି 

ଅଟଇ ତୁମେ ଯେ ନାରୀ, ଅଟଇ ତୁମେ ଯେ ନାରୀ |

ଅର୍ଦ୍ଧାଙ୍ଗିନୀ ବାନ୍ଧବୀ ବନ୍ଦିତା

Rate the content


Originality
Flow
Language
Cover design

Comments

Post


Some text some message..