Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Srinibas Mahalik

Comedy Abstract Others

2  

Srinibas Mahalik

Comedy Abstract Others

ଇଣ୍ଟର କାଷ୍ଟ ମ୍ୟାରେଜ

ଇଣ୍ଟର କାଷ୍ଟ ମ୍ୟାରେଜ

1 min
7.0K


 ଇଣ୍ଟର-କାଷ୍ଟ ମ୍ୟାରେଜରେ ଘଟେ

  କେତେ ବାଧା ଅସୁବିଧା

 ପିତାମାତା ଏହି ମ୍ୟାରେଜକୁ ନେଇ

  କୁହନ୍ତି ଓଲଟା ସିଧା ।।

 ସେଥିପାଇଁ କେତେ ପୁଅଝିଅ ଘରୁ

  ଯାଆନ୍ତି ଫେରାର ହୋଇ

 ଆଉ କେତେ ପିଲା ଜୀବନ ହାରନ୍ତି

  ବେକରେ ଦଉଡି ଦେଇ ।।

 ପ୍ରେମରେ କେତେକ ବ୍ରେକ୍ ଅପ୍ କରନ୍ତି

  ଘରେ ନହେବାରୁ ରାଜି

 ଆଉ କିଏ ପୁଣି ବିବାହ ନକରି

  ରୁହେ ବ୍ରହ୍ମଚାରି ସାଜି ।।

 ସରକାର ଏହି ବିବାହକୁ ଯେତେ

  କଲେ ସୁଧା ପ୍ରୋତ୍ସାହନ

 ବାସ୍ତବ ଜୀବନେ ଏଭଳି ଘଟଣା

  ହେବନାହିଁ ସମାପନ !!


Rate this content
Log in