Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

2  

Debabrata Jena

Others

ହାତ

ହାତ

1 min
412


ଆମରି ହାତ ଆମରି ଶକ୍ତି

ଡରିବା ଆମେ କିଆଁ

ହାରିବା ନାହିଁ ଜୀବନେ କେବେ

ହୋଇବା ଆଗେ ଠିଆ ।।


ଉପାସ କେବେ ରହିବା ନାହିଁ 

ହାତ ଯେବେ ରେ ଅଛି 

ଶ୍ରମ ବଳରେ ଆଗେଇ ଯିବା 

ଦୂରେଇ ମନୁ ଭୀତି ।।


ହାତକୁ ହାତ ମିଶାଇ ଦେଇ 

ଚାଲିବା ବାଟ ଯେବେ

ଯେତେ ବିପତ୍ତି ଆସିଲେ ଆସୁ

 ଟଳିବା ନାହିଁ କେବେ ।।


ଆତ୍ମବିଶ୍ବାସ ବଢ଼ାଇ ଥାଏ

ହାତରେ ଶ୍ରମ କଲେ

ହୋଇବା ଆମେ ପ୍ରଶଂସା ପାତ୍ର

ହାତକୁ ହାତ ହେଲେ । l



Rate this content
Log in