Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଳକା ନନ୍ଦା ମନ୍ଦାକିନୀ ।
ଅଳକା ନନ୍ଦା ମନ୍ଦାକିନୀ ।
★★★★★

© Ram Prasad Bisoi

Others

1 Minutes   6.6K    7


Content Ranking

ଫେରିଲା ବସନ୍ତ,

ହେଉ ପଛେ

ଜୀବନରେ ସେ ଦ୍ଵିତୀୟ ପର୍ଯ୍ୟାୟ

ଖାଲି ଏତକ ଦରକାର ମୋର

ଆମେ ଦୁହେଁ

ଯେଉଁଠି ରହୁ,ଯେଉଁଠି ବି

ଥିବୁ

ନ ହେଉ

କୈଳାଶ ପଛେ

ହେଉ ଖାଲି ଘର

ନ ହେଉ

ମୋ ପ୍ରିୟତମା ପାର୍ବତୀ,

ହୋଇ ଖାଲି ରହି ଥାଉ

ଶିବାନୀ-

ମୋ ଅଳକାନନ୍ଦା ମନ୍ଦାକିନୀ ।

କାଶ୍ୟପ ।

ତା-୨୦-୦୫-୧୬

ସମୟ-ସକାଳ-୯-୫୬

ରାୟଗଡା ।

ବସନ୍ତ, ମୋର କୈଳାଶ

Rate the content


Originality
Flow
Language
Cover design

Comments

Post

Some text some message..