Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa Jena Monalisa

Others

3.0  

Monalisa Jena Monalisa

Others

ଏ ଦିନ ଚାଲିଯିବ

ଏ ଦିନ ଚାଲିଯିବ

1 min
11.7K


ହଁ, ଏ ଦିନ ଚାଲିଯିବ

ହଁ, ଦିନେ ପୁୁଣି ଫଗୁଣ ଫେରିବ

ଦୁଃଖର ଶ୍ରାବଣ ଘୂୂଞ୍ଚିିିଯିବ

ଅପେକ୍ଷାକର ନିିଶ୍ଚୟ ଏ ଦିନ ଚାଲିଯିବ

ବର୍ଷା ଭିଜା ଓଦା ମାଟିି ସବୁ ସୁଖିଯିିବ

ବୃକ୍ଷଲତା ପୁୁୁଣି ସବୁ ପଲ୍ଲବିତ 

ହେବ

ଫୁଲର ପାଖୁଡାକୁୁ ଭ୍ରମର ଚୂମିିିବ

ଋତୁଚକ୍ରର ବିିିବର୍ତ୍ତତନ ପରି ଏମୟ ମଧ୍ୟ ଚାଲିିଯିବ

ଗହଳତରୁ ଡାଳରୁ କୋଇଲି ଡାକିିବ

ବିଶ୍ବାସ କର ଏ ଦିିନ ଚାଲିଯିବ

କେତେ ପୁୁୁଣି ଜାନିଜାତ୍ରା ମେେଳା ମହୋସ୍ଚବ ହେବ

ଆକାଶରେ ଖୁସିିର ଅବିର ଉଡିବ

ଅନେକ ସ୍ୱପ୍ନ ଅନେକ ସମ୍ଭାବନା କୁ ନେେଇ

ନୂତନ ସୂୂରୁଜ ଉଇଁଁବ

ଅପେକ୍ଷକର ଏ ଦିିନ ଚାଲିଯିବ



Rate this content
Log in