Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta None

Inspirational

2  

Abhakanta None

Inspirational

କର୍ମ

କର୍ମ

1 min
7.0K



ଜୀବନର ମର୍ମ ଅଟେ ସିନା କର୍ମ ଯା ଲାଗି ଜୀବନ ଧନ୍ୟ

କର୍ମ ହିଁ କେବଳ କରଇ ପ୍ରବଳ ମୁକ୍ତିପଥ ଜ୍ୟୋତିପୂର୍ଣ୍ଣ ।

କରମର ଫଳେ ଜୀବ ପରମରେ ପାରଇ ଅଚିରେ ମିଶି

କେବଳ କର୍ମ ହିଁ ସହଜେ ଫାଙ୍କଇ ଜନ୍ମ ଲକ୍ଷେ ଚୌରାଅଶି ।

କର୍ମର ମହତ୍ବ ଗୀତା, ଭାଗବତ ବେଦ ବେଦାନ୍ତ ହିଁ କୁହେ

କର୍ମ ଦୁଇଭାଗେ ଜୀବକୁ ସରାଗେ ସଦା ଫଳାଫଳ ଦିଏ ।


ଫଳାଶା ସହିତ କର୍ମକୁ ବିହିତ ସକାମ କୁହନ୍ତି ସୁଧି

ଫଳାଶା ରହିତ କର୍ମରେ ନିହିତ ଗୁଣଧର ଗୁଣନିଧି ।

ଜୀବ-ପରମର ମିଳନର ଧାର ଭରଷେ ଯଦି ଏ ମର୍ମେ

କାହିଁକି ଏ ଜୀବ କରୁନି ସମ୍ଭବ ପ୍ରାପ୍ତି ଏ ନିଷ୍କାମ କର୍ମେ ?


Rate this content
Log in

Similar oriya poem from Inspirational