Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା- ୧୬୨

ଜୀବନ ଗୀତା- ୧୬୨

1 min
6.5K


ଜୀବନ ଗାତା- ୧୬୨

ଆଗକୁ ଆସୁଛି ମାଡି
ଅତୀବ ଭୟଙ୍କର ଦିନ
କରିବାକୁ ହେବ ଆଜି
ଜୀବନର ନବୀକରଣ ॥୦॥

ଭୟଙ୍କର ଭବିଷ୍ୟତ
କରିଛି ଅପେକ୍ଷା
ନିଜକୁ ଦେବାକୁ ହେବ
ଆଜିଠୁଁ ସୁରକ୍ଷା
ଜୀବନକୁ ଜାଳିଦବା
ସକାଶେ ଆସୁଛି ଦୁର୍ଦ୍ଦିନ ॥୧॥

ପ୍ରଳୟର ଘୂର୍ଣ୍ଣିବାତ
ଆସୁଅଛି ମାଡି
ପଦଶବ୍ଦ ଶୁଭିଲାଣି
ଶୁଣ କାନପାରି
ଆଜିଠୁଁ ଅଣ୍ଟା ଭିଡିଲେ
ଫେରି ତ ଆସିବ ସୁଦିନ ॥୨॥


Rate this content
Log in