Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

2  

Ambika Swain

Others

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
7.0K


ଇନ୍ଦ୍ରଧନୁ ଆସେ ସପ୍ତରଂଗ ନେଇ

ଖରା ଓ ବର୍ଷାର ମିଳନରେ

ନୀଳ ଆକାଶକୁ ରଙ୍ଗାୟିତ କରେ

ସଜାଏ ସୁନ୍ଦର ତୂଳୀରେ ।

ମନ ଆକାଶରେ ଆଙ୍କି ଦେଇ ଚିତ୍ର

ଚାଲି ଯାଏ ସେ ନିଜ ପଥରେ

ସୌନ୍ଦର୍ଯ୍ୟମୟୀ ଇନ୍ଦ୍ରଧନୁର ରଙ୍ଗ

ରହି ଯାଏ ସଦା ସ୍ମୃତି ପଟ୍ଟରେ ।।

ଅମ୍ବିକା ସ୍ୱାଇଁ


Rate this content
Log in