Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Pattnayak

Others

2  

Santosh Pattnayak

Others

ପ୍ରୀତିରଙ୍ଗେ ହେବା ମାଖି

ପ୍ରୀତିରଙ୍ଗେ ହେବା ମାଖି

1 min
7.0K


ସ୍ମୃତି ରାଇଜରୁ ଫଗୁଣ ଆସିଛି

   ରଙ୍ଗର ସମ୍ଭାର ଧରି

 ପ୍ରେମ ପରବରେ ସବୁ ମନଧାରେ

    ବରଷିବ ସ୍ନେହ ବାରି.....

ମନେରଖି ଆଶା ରଖିବା ଭରଷା

   ପ୍ରୀତିରଙ୍ଗ ହେବା ମାଖି

ସରସ ଜୀବନେ ଭିଜାଇବା ମନ

   ରାଧାକୃଷ୍ଣ କରି ସାକ୍ଷୀ.....

ହିଂସା ଦ୍ଵେଷ ଭୂଲି ଗାଆଁ ଦାଣ୍ଡେ ବୁଲି

   ଖେଳିବା ରଙ୍ଗ ଅବିରେ

ହସି ହସାଇବା ସୁଖ ସାଉଁଟିବା

   ଫଗୁଣର ପ୍ରୀତିଧାରେ.....।


Rate this content
Log in