Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Inspirational Romance

2  

Prasanna Kumar Madala

Inspirational Romance

ସମ୍ପର୍କ

ସମ୍ପର୍କ

1 min
6.7K


ଜୀବନ ଜୁଆରେ    ଭଟ୍ଟା ଓ ଜୁଆରେ

   ପଶିଲୁ ପସାରି ପଶାର ପାଶ

ବିଜଡିତ ଜୟେ     ବିଭାଜନ ଭୟେ

   ରଚିଲୁ ରାତିକେ ରମଣ ରାସ ।

ହାରେ ଯେ ହରଷେ  ବିମୋହନ ବଶେ

   ନିରତେ ନିବେଦି ନିୟତି ନୀତି

ସମ୍ପର୍କରେ ସେହି     ସଂଯମନ ସହି

   ଜୀବନ ଜୀଇଁଛି ଜଗତ ଜିତି ।


Rate this content
Log in