Audio

Forum

Read

Contests

Language


Write

Sign in
Wohoo!,
Dear user,
ଅପ୍ରିୟ ସତ୍ୟ
ଅପ୍ରିୟ ସତ୍ୟ
★★★★★

© Chittaranjan Lenka

Abstract Inspirational

1 Minutes   6.6K    0


Content Ranking

ଅପ୍ରିୟ ସତ୍ୟକୁ          ଗ୍ରହଣ କରିବା

ଅଟଇ ବଡ କଠିନ

ସେଥିପାଇଁ ସତ        କହୁଥିଲେ ସୁଦ୍ଧା

ମିଛ ହୁଅଇ ପ୍ରମାଣ

ସତଟାକୁ କେହି         କରେନି ଗ୍ରହଣ

ନ ହେଲେ ବିଶ୍ୱାସଯୋଗ୍ୟ

ସେତେବେଳେ ସତ   ମିଛ ହୋଇଯାଏ

କହିଥାନ୍ତି ମନ୍ଦ ଭାଗ୍ୟ

ଏମିତିକା ମନ୍ଦ          ଭାଗ୍ୟ ରହିଥାଏ

କେତେ ଭଲ ଲୋକଙ୍କର

ଦୁଃଖେ ସିନା ଦିନ    କାଟନ୍ତି ସେମାନେ

ମିଳେନାହିଁ ଉପଚାର


ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ସତ ପ୍ରମାଣ ମନ୍ଦ

Rate the content


Originality
Flow
Language
Cover design

Comments

Post


Some text some message..