Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Abstract Inspirational

0.2  

Chittaranjan Lenka

Abstract Inspirational

ଅପ୍ରିୟ ସତ୍ୟ

ଅପ୍ରିୟ ସତ୍ୟ

1 min
6.7K


ଅପ୍ରିୟ ସତ୍ୟକୁ          ଗ୍ରହଣ କରିବା

ଅଟଇ ବଡ କଠିନ

ସେଥିପାଇଁ ସତ        କହୁଥିଲେ ସୁଦ୍ଧା

ମିଛ ହୁଅଇ ପ୍ରମାଣ

ସତଟାକୁ କେହି         କରେନି ଗ୍ରହଣ

ନ ହେଲେ ବିଶ୍ୱାସଯୋଗ୍ୟ

ସେତେବେଳେ ସତ   ମିଛ ହୋଇଯାଏ

କହିଥାନ୍ତି ମନ୍ଦ ଭାଗ୍ୟ

ଏମିତିକା ମନ୍ଦ          ଭାଗ୍ୟ ରହିଥାଏ

କେତେ ଭଲ ଲୋକଙ୍କର

ଦୁଃଖେ ସିନା ଦିନ    କାଟନ୍ତି ସେମାନେ

ମିଳେନାହିଁ ଉପଚାର


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in

Similar oriya poem from Abstract