Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ତୁମେ କି କବିର ହେବ (Tume ki kabira heba )
ତୁମେ କି କବିର ହେବ (Tume ki kabira heba )
★★★★★

© Ajit Kumar Mallik

Others

1 Minutes   7.0K    8


Content Ranking

( ତୁମେ କି କବିର ହେବ )

 

ପ୍ରେମ ନଗରରୁ ଅର୍ଥ ନଗରକୁ

ପ୍ରଗତି ତୁମର ଥିବ

କାବ୍ୟ ର ଅଞ୍ଜଳି ସ୍ରୋତସ୍ୱିନୀ ହୋଇ

ନିତି ମନେ ପଡୁ ଥିବ

ତୁମେ କି କବିର ହେବ

କବିତା ବନିତା ଲଳିତା ଲତାରେ

ଆହୁରି ଚମକୁ ଥିବ

ତୁମେ କି କବିର ହେବ

ତୁମେ କି କବିର ହେବ ||

                                 ଅଜିତ କୁମାର ମଲ୍ଲିକ୍

tume ki kabira heba

Rate the content


Originality
Flow
Language
Cover design

Comments

Post

Some text some message..