Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ସତରଞ୍ଜ

ସତରଞ୍ଜ

1 min
6.6K


ରଜା ହେଉ ଅବା ମନ୍ତ୍ରୀ

ଘୋଡ଼ା ହେଉ ଅବା ହାତୀ

ସୈନ୍ୟ କିବା ସେନାପତି

ଦେଖାନ୍ତିତ କରାମତି

ଖେଳ ସରଗିଲେ ସବୁ

ଗୋଟିଏ ଖୋଳରେ ସ୍ତିଥି

ଏ ସଂସାର ସତରଞ୍ଜ

ସଭିଙ୍କୁ ଆସିବ ସଞ୍ଜ

ରଜା ହେଉ କି ରଜକ

ସୌଦାଗର କି ଶ୍ରମକ

ଶ୍ମଶାନରେ ସବୁ ଏକ

ବିଧାତା ରଚିଛି ଖଞ୍ଜ


Rate this content
Log in