Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Abstract Classics Inspirational

4  

Gangotri Priyadarshini

Abstract Classics Inspirational

ଜୀବନ ବହି

ଜୀବନ ବହି

1 min
161



ଜୀବନ ବହିର ଅସଯଡା ପୃଷ୍ଠା 

ଏକତ୍ର କରି ସାଇତି ଦେବା 

ଦୁଃଖ ସୁଖ , ହସ କାନ୍ଦ

ଭଲ ମନ୍ଦ , ମାନ ଅଭିମାନ

ସ୍ନେହ ଶ୍ରଦ୍ଧା , ଭକ୍ତି ସମ୍ମାନ ,

ପୁଣି ଯେତେ ସବୁ ତିକ୍ତ ମଧୁର ସ୍ମୃତି ଅନୁଭୂତି ।


ମିଳି ମିଶି ଲେଖି ଦେବା 

ସମ୍ପର୍କ ଆଧାରରେ କିଛି ଆତ୍ମ ଲିପି

ବଦଳେଇ ଚାଲୁ ଥିବା ପିଢ଼ି ପରେ ପିଢ଼ି

ଅମୂଲ୍ୟ ମାନବତା ର ଖ୍ୟାତ ସମ୍ପଦ

ପରମ୍ପରା ,ସଂସ୍କୃତି ର ନିଆରା ନିଦର୍ଶନ

ପଛରେ ଥିବ ରହି ଇତିହାସ ନାମେ ମିଶ୍ର ଜନ ସୃତି ।


ହେବ କାଳଜୟୀ

କଳା କୃତି , ଅମଳିନ ସାହିତ୍ୟର ଧାରା ,

ପ୍ରସ୍ପୁଟିତ ହେବ ପୁଷ୍ପ ଚତୁର୍ଦ୍ଦିଗେ

ନବପଲ୍ଲବେ ହର୍ଷିତ ହୋଇବ ଏ ଧରା

ଚହଟିବ ବିବେକ ର ମଳୟ ସମୀର ।



Rate this content
Log in

Similar oriya poem from Abstract