Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ସଦ୍ ଗତି କାମନା

ସଦ୍ ଗତି କାମନା

1 min
147


ସଦ୍ ଗତି କାମନା


ହେ ଭାରତ ମାତାର ବୀର

ତୁମେ ତ ଆଜି ବି ଅମର

ଲୁହ ବଦଳରେ ଝରାଉ

ଲହୁଭରା ବୋମା ହୄଦୟରୁ ॥

ପୁଣି ଜନ୍ମହୁଅ ହେ ବୀରସୈନ୍ୟ

ନେବା ପ୍ରତିଶୋଧ ଆଜ ଘଟଣାର

ଏ ଅନ୍ଯାୟ ହେଉନାହିଁ ଜମା ସହ୍ୟ

ଆସପୁଣି ଥରେ ହୋଈ ମହାବୀର ॥

ଆତଙ୍କବାଦୀଙ୍କ କୂଟଚିନ୍ତାରେ

ତୁମେ ଆଜି ସାଜିଲ ସଭିଏଁ ସହିଦ

ପ୍ରତ୍ୟୁତ୍ତର ପୁଣି ଦେବା ଶତ୍ରୄଙ୍କୁ

କରୁଛୁ ସଭିଏଁ ଆମେ ଜିଦ୍ ॥

ସଭିଏଁ କରୁଛୁ ନିରବ ପ୍ରାର୍ଥନା

ଫେରିଆସ ପୁଣି ନବଜନ୍ମ ନେଈ

ଅମର ଆତ୍ମାର ହେଉ ସଦ୍ ଗତି

ହେ ଆମ ଭାରତର ବୀର ଭାଈ ॥

ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର


Rate this content
Log in