ବନ୍ଧୁ
ବନ୍ଧୁ
1 min
535
ବନ୍ଧୁ ତ ସେହି,
ବନ୍ଧୁ ନିକଟରେ ମନକଥା
ସବୁ କହିବାକୁ ଲାଗେ ସୁଖ,
ସେଥିପାଇଁ ପରା ବସନ୍ତ ନିକଟେ
ପିକ ହୁଏ ଭାବଦୁଃଖ
ବନ୍ଧୁ ତ ସେହି,
ବନ୍ଧୁ ନିକଟରେ ମନକଥା
ସବୁ କହିବାକୁ ଲାଗେ ସୁଖ,
ସେଥିପାଇଁ ପରା ବସନ୍ତ ନିକଟେ
ପିକ ହୁଏ ଭାବଦୁଃଖ