Audio

Forum

Read

Contests

Language


Write

Sign in
Wohoo!,
Dear user,
କେମିତି କହିବି ଖୋଲି ?
କେମିତି କହିବି ଖୋଲି ?
★★★★★

© Tapan Dixit

Abstract Fantasy

1 Minutes   1.2K    4


Content Ranking

କେଉଁ ଏକ ନିରୋଳା ପହରେ

ଜହ୍ନର ମଶାଲ ଫୁଙ୍କି

ଯଉବନୀ ରାତି ଯେବେ

ଋତୁ ଛୁଆଁ ହେଲା...

ସୁର୍ମେଇ ଅନ୍ଧାରଟାରୁ

ମହୁଲିର ବାସ ଝରୁଥିଲା..

କେମିତି କହିବି ଖୋଲି ?

କେତେ ମୁଁ ଉଲଗ୍ନ ଥିଲି

ତା କୁଚର କାଚ ଆଇନାରେ ।।

ତପନ ଦୀକ୍ଷିତ(ବେଳାଭୂମି)

ଜହ୍ନ ରାତି ମୁଁ

Rate the content


Originality
Flow
Language
Cover design

Comments

Post


Some text some message..